ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ପରମାଣୁ ଶକ୍ତି ଆୟୋଗ ଅଧ୍ୟକ୍ଷ ଡଃ ଶ୍ରୀକୁମାର ବାନାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 23 MAY 2021 7:29PM by PIB Bhubaneswar

ପୂର୍ବତନ ପରମାଣୁ ଶକ୍ତି ଆୟୋଗ ଅଧ୍ୟକ୍ଷ ଡଃ ଶ୍ରୀକୁମାର ବାନାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଡକ୍ଟର ଶ୍ରୀକୁମାର ବାନାର୍ଜୀ ଭାରତୀୟ ବିଜ୍ଞାନ, ବିଶେଷକରି ପରମାଣୁ ଶକ୍ତି ଏବଂ ଧାତବ ବିଦ୍ୟା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ ସେ ଜଣେ ଉଲ୍ଲେଖନୀୟ ପରାମର୍ଶଦାତା ତଥା ଅନୁଷ୍ଠାନ ନିର୍ମାଣକାରୀ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ମୁଁ ବିଶେଷଭାବେ ମର୍ମାହତ ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି”

 

**********

TRP/


(रिलीज़ आईडी: 1721150) आगंतुक पटल : 229
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam