ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେରଳ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ପିନାରାୟୀ ବିଜୟନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 MAY 2021 5:02PM by PIB Bhubaneswar

କେରଳ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ପିନାରାୟୀ ବିଜୟନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରି ଦ୍ଵିତୀୟ ଥର ପାଇଁ ଦାୟିତ୍ୱ ନେଇଥିବାରୁ ଶ୍ରୀ ପିନାରାୟୀ ବିଜୟନଙ୍କୁ ଶୁଭକାମନା” ।

 

**********

TRP/


(ରିଲିଜ ଆଡି: 1720439) ପରିଦର୍ଶକ କାଉଣ୍ଟର : 207