ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜିଆନି ଯୋଗୀନ୍ଦର ସିଂ ବେଦାନ୍ତୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 15 MAY 2021 11:45PM by PIB Bhubaneshwar

ଜିଆନି ଯୋଗୀନ୍ଦର ସିଂ ବେଦାନ୍ତ ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍‌ ମାଧ୍ୟମରେ କହିଛନ୍ତି ଯେ, “ଜିଆନି ଯୋଗୀନ୍ଦର ସିଂ ବେଦାନ୍ତ ଜୀ ଜଣେ ବିଦ୍ୱାନ ଏବଂ ନମ୍ର ବ୍ୟକ୍ତି ଥିଲେ ନିଃସ୍ୱାର୍ଥପର ମାନବ ସେବାରେ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ ଏକ କରୁଣା ଏବଂ ସୁସଂଗତ ସମାଜ ନିର୍ମାଣ ପାଇଁ ସେ କାର୍ଯ୍ୟ କରିଥିଲେ ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା"

 

**********

TRP/



(Release ID: 1719158) Visitor Counter : 128