ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସରେ ସିକ୍କିମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 16 MAY 2021 12:12PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିକ୍କିମବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସିକ୍କିମବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଅଭିନନ୍ଦନ ଏହି ରାଜ୍ୟକୁ ସମୃଦ୍ଧ ପ୍ରାକୃତିକ ସୌନ୍ଦର୍ଯ୍ୟର ଆଶୀର୍ବାଦ ପ୍ରାପ୍ତ ହୋଇଛି ଏବଂ ଏଠାରେ ହୃଦୟସ୍ପର୍ଶୀ ଲୋକ ବାସ କରୁଛନ୍ତି । ଜୈବ ଚାଷ କ୍ଷେତ୍ରରେ ସିକ୍କିମ ରାଜ୍ୟ ବିରାଟ ସଫଳତା ହାସଲ କରିପାରିଛି ରାଜ୍ୟର ନିରନ୍ତର ଅଭିବୃଦ୍ଧି ଏବଂ ଏହାର ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି”

 

**********

TRP/



(Release ID: 1719155) Visitor Counter : 167