ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ସୁନୀଲ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 15 MAY 2021 11:04PM by PIB Bhubaneswar

ବିଶିଷ୍ଟ ସାମ୍ବାଦିକ ଶ୍ରୀ ସୁନୀଲ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

"ତୁମେ ଆମକୁ ଅତି ଶୀଘ୍ର ଛାଡି ଚାଲିଗଲ, ସୁନୀଲ ଜୈନ ମୁଁ ଆଉ ତୁମ ଲେଖା ପଢିବାକୁ ପାଇବି ନାହିଁ ଏବଂ ବିଭିନ୍ନ ପ୍ରସଙ୍ଗରେ ତୁମର ଖୋଲାଖୋଲି ତଥା ଅନ୍ତର୍ନିହିତ ଦୃଷ୍ଟିକୋଣରୁ ବଞ୍ଚିତ ହେବି । ତୁମେ ଏକ ପ୍ରେରଣାଦାୟକ କାର୍ଯ୍ୟ ଛାଡି ଯାଇଛନ୍ତି ତୁମର ବିୟୋଗରେ ସାମ୍ବାଦିକତା ଆଜି ଦରିଦ୍ର ହୋଇଯାଇଛି ପରିବାର ଏବଂ ସାଙ୍ଗସାଥୀଙ୍କୁ ମୋର ସମବେଦନା ଓମ୍ ଶାନ୍ତି"

 

**********

TRP/


(रिलीज़ आईडी: 1719148) आगंतुक पटल : 174
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam