ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

କୋଭିଡ-୧୯ ମୁକାବିଲା ଦୃଷ୍ଟିରୁ ସାମଗ୍ରୀ ଆହରଣ ନିୟମ କୋହଳ

प्रविष्टि तिथि: 14 MAY 2021 11:46AM by PIB Bhubaneshwar

ଭାରତ ସରକାର କୋଭିଡ-୧୯ ବୈଶ୍ୱିକ ମହାମାରୀ ଦୃଷ୍ଟିରୁ ବିଭିନ୍ନ ସାମଗ୍ରୀ ଯୋଗାଣ ପାଇଁ ଆବଶ୍ୟକ ସର୍ବସାଧାରଣ ସାମଗ୍ରୀ ଆହରଣ (ପ୍ରିଫେରେନ୍ସ ଟୁ ମେକ୍ ଇନ ଇଣ୍ଡିଆ) ଆଦେଶ-୨୦୧୭କୁ କୋହଳ କରିଛନ୍ତି। ଏହି କୋହଳ ନିୟମ ସେପ୍ଟେମ୍ବର ୩୦,୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ଆଦେଶ ଜାରି କରାଯାଇଛି ।

 

*****

SM


(रिलीज़ आईडी: 1718715) आगंतुक पटल : 311
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Bengali , Punjabi , Tamil , Telugu