ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
14 MAY 2021 8:31AM by PIB Bhubaneshwar
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ଅକ୍ଷୟ ତୃତୀୟାର ମଙ୍ଗଳ କାମନା । ଶୁଭ କାର୍ଯ୍ୟଗୁଡ଼ିକର ସଫଳତା ସହିତ ଜଡିତ ଏହି ପବିତ୍ର ପର୍ବ କରୋନା ମହାମାରୀକୁ ପରାସ୍ତ କରିବାର ଆମର ସଂକଳ୍ପକୁ ସଫଳ କରିବା ଦିଗରେ ଆମକୁ ଶକ୍ତି ଦେଉ" ।
**********
TRP/
(ରିଲିଜ ଆଡି: 1718574)
ପରିଦର୍ଶକ କାଉଣ୍ଟର : 207
ଏହି ରିଲିଜ ପଢନ୍ତୁ :
Telugu
,
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam