ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶବାସୀଙ୍କୁ ଇଦ୍-ଉଲ-ଫିତରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 14 MAY 2021 8:33AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇଦ୍-ଉଲ-ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଦ୍-ଉଲ-ଫିତରର ଶୁଭ ଅବସରରେ ମଙ୍ଗଳ କାମନା । ସମସ୍ତଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ଆମର ସାମୂହିକ ଉଦ୍ୟମ ବଳରେ କରୋନା ମହାମାରୀକୁ ପ୍ରତିହତ କରିବା ଏବଂ ମାନବ ସମାଜର କଲ୍ୟାଣ ଦିଗରେ ମିଳିମିଶି କାର୍ଯ୍ୟ କରିବା ନେଇ ଆଶା କରୁଛି

ଇଦ୍ ମୁବାରକ!” 

 

**********

TRP/



(Release ID: 1718573) Visitor Counter : 211