ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଫେସର ଏସ ଟିକେନ ସିଂଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
13 MAY 2021 10:42PM by PIB Bhubaneshwar
ପ୍ରଫେସର ଏସ ଟିକେନ୍ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
"ମଣିପୁରର ବିଜେପି ସଭାପତି ପ୍ରଫେସର ଏସ ଟିକେନ ସିଂଙ୍କ ଦେହାନ୍ତରେ ମର୍ମାହତ । ମଣିପୁରରେ ପାର୍ଟିକୁ ମଜବୁତ କରିଥିବା ଜଣେ ପରିଶ୍ରମୀ କାର୍ଯ୍ୟକର୍ତ୍ତା ଭାବେ ସେ ସ୍ମରଣୀୟ ହୋଇ ରହିବେ । ସେ ଅନେକ ସାମାଜିକ ସେବା କାର୍ଯ୍ୟରେ ସକ୍ରିୟ ଥିଲେ । ତାଙ୍କ ପରିବାର ତଥା ସମର୍ଥକଙ୍କ ପ୍ରତି ସମବେଦନା । ଓମ ଶାନ୍ତି ।"
**********
TRP/
(Release ID: 1718567)
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam