ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ୨ କୋଟି ଅତିକ୍ରମ କଲା

ଗତ ଚାରି ଦିନରେ ଲଗାତର ତୃତୀୟ ଥର ପାଇଁ ୨୪ ଘଣ୍ଟାରେ ସୁସ୍ଥ ସଂଖ୍ୟା ନୂଆ କୋଭିଡ ମାମଲା ଠାରୁ ଅଧିକ

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୫,୬୩୨ ହ୍ରାସ

ଭାରତର ସମୁଦାୟ ଟିକାକରଣ କଭରେଜ ପ୍ରାୟ ୧୮ କୋଟି

୧୮-୪୪ ବୟସ ବର୍ଗର ୩୯ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ କୋଭିଡ ପ୍ରବନ୍ଧନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଆନ୍ତର୍ଜାତିକ ସହାୟତାଗୁଡିକୁ ଯଥାଶୀଘ୍ର ପହଞ୍ଚାଉଛନ୍ତି

Posted On: 14 MAY 2021 11:01AM by PIB Bhubaneshwar

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨ କୋଟି (୨,୦୦,୭୯,୫୯୯) ଅତିକ୍ରମ କରିଛି । ଜାତୀୟ ଆରୋଗ୍ୟ ହାର ୮୩.୫୦ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୩,୪୪,୭୭୬ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି । ଗତ ଚାରି ଦିନରେ ଲଗାତର ତୃତୀୟ ଥର ପାଇଁ ୨୪ ଘଣ୍ଟାରେ ସୁସ୍ଥ ସଂଖ୍ୟା ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି ।

ଦଶଟି ରାଜ୍ୟରେ ୭୧. ୧୬ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image001EABF.jpg

ନିମ୍ନ ଗ୍ରାଫ ଗତ ୧୪ ଦିନର ଦୈନିକ ସୁସ୍ଥ ସଂଖ୍ୟା ଦର୍ଶାଉଛି ।  

https://static.pib.gov.in/WriteReadData/userfiles/image/image0021H35.jpg

ଆଜି ଭାରତର ସମୁଦାୟ ସକ୍ରିୟ ମାମଲା ୩୭,୦୪,୮୯୩କୁ ହ୍ରାସ ପାଇଛି । ଏହା ଦେଶର ସମୁଦାୟ ପଜିଟିଭ ମାମଲାର ୧୫.୪୧ ପ୍ରତିଶତ ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୫,୬୩୨ ହ୍ରାସ ପଞ୍ଜିକୃତ ହୋଇଛି ।

ଭାରତର ସମୁଦାୟ ମାମଲାର ୭୯.୭ ପ୍ରତିଶତ ୧୨ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

https://static.pib.gov.in/WriteReadData/userfiles/image/image003K6RQ.jpg

ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ କୋଭିଡ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଅନ୍ତର୍ଜାତିକ ସହାୟତାଗୁଡିକୁ ଯଥାଶୀଘ୍ର ପହଞ୍ଚାଉଛନ୍ତି । ଏପର୍ଯ୍ୟନ୍ତ ମୋଟ ୯,୨୯୪ ଅକ୍ସିଜେନ କନସେନଟ୍ରେଟର, ୧୧,୮୩୫ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୬,୪୩୯ ଭେଣ୍ଟିଲେଟର/ ବିଆଇ ପିଏପି, ପ୍ରାୟ ୪.୨୨ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ଅନ୍ୟ ପକ୍ଷରେ ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶର ସମୁଦାୟ ଟିକାକରଣ ୧୮କୋଟି ହେବାକୁ ଯାଉଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୦୨,୪୩୫ ସେସନରେ ସମୁଦାୟ ୧୭, ୯୨,୯୮,୫୮୪ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୧୮,୧୨୭ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୦୪,୫୪୯ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୩,୨୨,୩୯୦ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୧,୧୬,୧୫୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୩୯,୨୬,୩୩୪ ହିତାଧିକାରୀ (ପ୍ରଥମ ଡୋଜ), ୫,୬୬,୦୯,୭୮୩ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୫,୩୯,୭୬୩ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୨,୪୨,୭୯୨ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୩,୧୮,୬୯୩ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି । 

 

HCWs

1st Dose

96,18,127

2nd Dose

66,04,549

FLWs

1st Dose

1,43,22,390

2nd Dose

81,16,153

Age Group 18-44 years

1st Dose

39,26,334

Age Group 45 to 60 years

1st Dose

5,66,09,783

2nd Dose

85,39,763

Over 60 years

1st Dose

5,42,42,792

2nd Dose

1,73,18,693

 

Total

17,92,98,584

 

ଦେଶର ସମୁଦାୟ ଟିକାର ୬୬.୭୫ ପ୍ରତିଶତ ଦଶଟି ରାଜ୍ୟରେ ପ୍ରଦାନ କରାଯାଇଛି ।    

https://static.pib.gov.in/WriteReadData/userfiles/image/image004KH0N.jpg

ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୪,୪୦,୭୦୬ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି  ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୨ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୩୯,୨୬,୩୩୪ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗର ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

S. No.

States

Total

1

A & N Islands

1,175

2

Andhra Pradesh

2,153

3

Assam

1,48,136

4

Bihar

4,04,150

5

Chandigarh

2

6

Chhattisgarh

1,028

7

Dadra & Nagar Haveli

729

8

Daman & Diu

861

9

Delhi

5,23,094

10

Goa

1,757

11

Gujarat

4,19,839

12

Haryana

3,84,240

13

Himachal Pradesh

14

14

Jammu & Kashmir

30,169

15

Jharkhand

94

16

Karnataka

1,04,242

17

Kerala

1,149

18

Ladakh

86

19

Madhya Pradesh

1,36,346

20

Maharashtra

6,34,570

21

Meghalaya

6

22

Nagaland

4

23

Odisha

1,08,296

24

Puducherry

2

25

Punjab

5,755

26

Rajasthan

5,90,276

27

Tamil Nadu

26,467

28

Telangana

500

29

Tripura

2

30

Uttar Pradesh

3,15,928

31

Uttarakhand

67,427

32

West Bengal

17,837

Total

39,26,334

ଗତ ୨୪ ଘଣ୍ଟାରେ ୨୦ ଲକ୍ଷରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି ।

ଟିକାକରଣ ଅଭିଯାନର ୧୧୮ ଦିନ ସୁଦ୍ଧା (ମଇ ୧୩, ୨୦୨୧) ୨୦,୨୭,୧୬୨ ଟିକା ଡୋଜ ପ୍ରଦାନ କରାଯାଇଛି । ୧୮,୬୨୪ ସେସନରେ ୧୦,୩୪,୩୦୪ ହିତାଧିକାରୀ ପ୍ରଥମ ଡୋଜ ଓ ୯,୯୨,୮୫୮ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।

 

Date: 13th May, 2021 (Day-118)

HCWs

1stDose

17,022

2ndDose

33,409

FLWs

1stDose

83,628

2nd Dose

83,594

18-44 years

1st Dose

4,40,706

45 to 60 years

1stDose

3,53,966

2nd Dose

3,68,924

Over 60 years

1stDose

1,38,982

2nd Dose

5,06,931

Total Achievement

1stDose

10,34,304

2ndDose

9,92,858

 

ନିମ୍ନ ଗ୍ରାଫରେ ଦେଶର ଦୈନିକ ବଢିଥିବା ପରୀକ୍ଷଣ ପ୍ରଦର୍ଶିତ, ଏହା ୩୧ କୋଟିରୁ ଅଧିକ ରହିଛି । ସମୁଦାୟ ପଜିଟିଭ ହାର  ୭.୭୨%କୁ ସାମାନ୍ୟ ବୃଦ୍ଧି ପାଇଛି ।

https://static.pib.gov.in/WriteReadData/userfiles/image/image005F1Q3.jpg

ନିମ୍ନ ଗ୍ରାଫରେ ଦୈନିକ ପଜିଟିଭ ହାର ପ୍ରଦର୍ଶିତ ହୋଇଛି । ଏହା ୨୦.୦୮ ପ୍ରତିଶତକୁ ହ୍ରାସ ପାଇଛି ।

https://static.pib.gov.in/WriteReadData/userfiles/image/image006A39N.jpg

ଗତ ୨୪ ଘଣ୍ଟାରେ ୩,୪୩,୧୪୪ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଦଶଟି ରାଜ୍ୟରେ ୭୨.୩୭ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୪୨,୫୮୨ ନୂଆ ମାମଲା ପଞ୍ଜିକୃତ ହୋଇଛି । ଏହା ପଛକୁ କେରଳରେ ୩୯,୯୫୫ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ କର୍ଣ୍ଣାଟକରେ ୩୫, ୨୯୭ ନୂଆ ମାମଲା ପଞ୍ଜିକୃତ ହୋଇଛି ।

https://static.pib.gov.in/WriteReadData/userfiles/image/image0076VAJ.jpg

ଜାତୀୟ ମୃତ୍ୟୁ ହାର ୧.୦୯ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୪,୦୦୦ ମୃତ୍ୟୁ ପଞ୍ଜିକୃତ ହୋଇଛି ।

୧୦ଟି ରାଜ୍ୟରେ  ୭୨.୭୦ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୮୫୦ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୈନିକ ୩୪ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image0084DLF.jpg

 

SR



(Release ID: 1718564) Visitor Counter : 211