ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସାମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 10 MAY 2021 1:01PM by PIB Bhubaneshwar

ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା ଏବଂ ଅନ୍ୟ ମନ୍ତ୍ରୀଗଣ ଆସାମରେ ଶପଥ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ହିମନ୍ତ ବିଶ୍ଵ ଶର୍ମା ଜୀ ଏବଂ ଆଜି ଶପଥ ଗ୍ରହଣ କରିଥିବା ଅନ୍ୟ ମନ୍ତ୍ରୀଗଣଙ୍କୁ ଶୁଭେଚ୍ଛା । ମୋର ପୂର୍ଣ୍ଣ ବିଶ୍ଵାସ ଅଛି ଯେ, ଏହି ଦଳ ଆସାମର ବିକାଶ ଯାତ୍ରାକୁ ଗତିଶୀଳ କରିବା ସହିତ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବ” ।

 

**********

TRP/


(रिलीज़ आईडी: 1717466) आगंतुक पटल : 285
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam