ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବରିଷ୍ଠ ସାମ୍ବାଦିକ ଶେଷ ନାରାୟଣ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 07 MAY 2021 11:21AM by PIB Bhubaneswar

ବରିଷ୍ଠ ସାମ୍ବାଦିକ ଶ୍ରୀ ଶେଷ ନାରାୟଣ ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ସାମ୍ବାଦିକତା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ପରିବାର ପ୍ରତି ଶ୍ରୀ ମୋଦୀ ସମବେଦନା ଜଣାଇଛନ୍ତି ।

 

**********

TRP/


(ରିଲିଜ ଆଡି: 1716857) ପରିଦର୍ଶକ କାଉଣ୍ଟର : 203