ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ବିରୋଧ ଲଢେଇରେ ସଶସ୍ତ୍ର ବାହିନୀର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 06 MAY 2021 6:00PM by PIB Bhubaneshwar

କୋଭିଡ-19 ବିରୋଧ ଲଢେଇରେ ସଶସ୍ତ୍ର ବାହିନୀର ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍‌ରେ, “ଅଦୃଶ୍ୟ ଶତ୍ରୁ ସହିତ ସଂଗ୍ରାମ : କୋଭିଡ-19 ସଂକ୍ରମଣକୁ ରୋକିବାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପଦକ୍ଷେପ” ଶୀର୍ଷକ ଶ୍ରୀ ରାଜନାଥ ସିଂଙ୍କ ଏକ ଲେଖା ବିଷୟରେ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି, "‘ଜଳ’, ‘ସ୍ଥଳ’ ଏବଂ 'ଆକାଶ, ଆମର ସଶସ୍ତ୍ର ବାହିନୀ କୋଭିଡ-19 ବିରୋଧରେ ଲଢେଇକୁ ସୁଦୃଢ କରିବାରେ କୌଣସି ଉପାୟ ଛାଡି ନାହାଁନ୍ତି ।"

 

**********

TRP/


(रिलीज़ आईडी: 1716662) आगंतुक पटल : 283
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Bengali , Punjabi , Gujarati , Tamil , Telugu , Kannada , Malayalam