ରସାୟନ ଓ ସାର ମନ୍ତ୍ରଣାଳୟ

ରେମଡେସିଭିର ଉପରୁ ଆମଦାନୀ ଶୁଳ୍କ ଛାଡ କରାଗଲା - ଶ୍ରୀ ଡି.ଭି.ସଦାନନ୍ଦ ଗୌଡା

ପୋଷ୍ଟ କରାଯିବା ଦିନାଙ୍କ: 21 APR 2021 11:30AM by PIB Bhubaneswar

କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଫାର୍ମାସ୍ୟୁଟିକାଲ୍ସ ବିଭାଗର ସୁପାରିଶ ଅନୁଯାୟୀ, ରାଜସ୍ୱ ବିଭାଗ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେମଡେସିଭିର ଏବଂ ଏହାର API / KSM ଉପରେ ଆମଦାନୀ ଶୁଳ୍କ ଛାଡ଼ କରିଛନ୍ତି ଏହି ପଦକ୍ଷେପ ରେମଡେସିଭିର ଇଞ୍ଜେକସନର ଘରୋଇ ଉପଲବ୍ଧତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି

 

Image

******

HS


(ରିଲିଜ ଆଡି: 1713278) ପରିଦର୍ଶକ କାଉଣ୍ଟର : 304