ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଭିନେତା ବିବେକଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 17 APR 2021 4:32PM by PIB Bhubaneshwar

ଅଭିନେତା ବିବେକଙ୍କ ଆକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପ୍ରଖ୍ୟାତ ଅଭିନେତା ବିବେକଙ୍କ ଅକାଳ ବିୟୋଗ ଅନେକଙ୍କୁ ମର୍ମାହତ କରିଛି । ତାଙ୍କର ହାସ୍ୟରସାତ୍ମକ ଢଙ୍ଗ ଏବଂ ବଳିଷ୍ଠ ସଂଳାପ ଲୋକଙ୍କ ମନୋରଞ୍ଜନ କରୁଥିଲା । ଉଭୟ ଚଳଚ୍ଚିତ୍ର ଓ ବ୍ୟକ୍ତିଗତ ଜୀବନରେ ପରିବେଶ ଓ ସମାଜ ପ୍ରତି ତାଙ୍କର ଚିନ୍ତାଧାରା ପ୍ରକଟ ହୋଇଥିଲା । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି"

 

**********

TRP/



(Release ID: 1712481) Visitor Counter : 168