ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶବାସୀଙ୍କୁ ବୈଶାଖୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2021 9:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବୈଶାଖୀର ଶୁଭ ଅବସରରେ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ, ଉଲ୍ଲାସ ଏବଂ ସମୃଦ୍ଧି ଆଣିଦେଉ ପ୍ରକୃତି ଏବଂ ପରିଶ୍ରମୀ କୃଷକଙ୍କ ସହିତ ଏହି ପର୍ବର ସ୍ଵତନ୍ତ୍ର ସମ୍ପର୍କ ଯୋଡିହୋଇ ରହିଛିଭଗବାନଙ୍କ କୃପାରୁ ଆମର କୃଷି କ୍ଷେତ୍ର ଶସ୍ୟଶ୍ୟାମଳା ହେଉ ଏବଂ ଏହା ଆମକୁ ଆମ ପୃଥିବୀର ସଂରକ୍ଷଣ ପାଇଁ ଆମକୁ ପ୍ରେରଣା ଦେଉ।”

 

**********

TRP/


(ରିଲିଜ ଆଡି: 1711547) ପରିଦର୍ଶକ କାଉଣ୍ଟର : 238