ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନବ ସମ୍ବତ୍ସର ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 13 APR 2021 9:04AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭ ନବ ସମ୍ବତ୍ସର ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ ଟ୍ଵିଟ୍ କରି ଅଭିନନ୍ଦନ ଜଣାଇବା ସହିତ ପ୍ରତ୍ୟେକଙ୍କ ସୁଖ ପାଇଁ କାମନା କରିଛନ୍ତି

 

**********

TRP/

 


(ରିଲିଜ ଆଡି: 1711538) ପରିଦର୍ଶକ କାଉଣ୍ଟର : 210