ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏଟାୱା ସଡ଼କ ଦୁର୍ଘଟଣା ଜନିତ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 10 APR 2021 8:59PM by PIB Bhubaneswar

ଉତ୍ତରପ୍ରଦେଶର ଏଟାୱାଠାରେ ଘଟିଥିବା ସଡ଼କ ଦୁର୍ଘଟଣା ଜନିତ ମୃତକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ପୀଡିତଙ୍କ ନିକଟ ସମ୍ପର୍କୀୟଙ୍କୁ ତାଙ୍କର ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି

 

**********

TRP/


(रिलीज़ आईडी: 1710996) आगंतुक पटल : 175
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam