ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 APR 2021 9:29AM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି ।
ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଯେ “ଆଜି ଏମ୍ସରେ ମୁଁ ମୋର କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲି ।
ଭୂତାଣୁକୁ ପରାସ୍ତ କରିବାକୁ ଆମ ନିକଟରେ ଥିବା କିଛି ଉପାୟ ମଧ୍ୟରେ ଟିକାକରଣ ଅନ୍ୟତମ ।
ଯଦି ତୁମେ ଟିକା ନେବାପାଇଁ ଯୋଗ୍ୟ, ତେବେ ଏହା ଶୀଘ୍ର ନିଅ । CoWin.gov.in ରେ ପଞ୍ଜିକରଣ କର ।"
****
HS
(ରିଲିଜ ଆଡି: 1710354)
ପରିଦର୍ଶକ କାଉଣ୍ଟର : 333
ଏହି ରିଲିଜ ପଢନ୍ତୁ :
Gujarati
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam