ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଡ ଫ୍ରାଇଡେ ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନ ବିଷୟରେ ସ୍ମରଣ କରାଏ : ପ୍ରଧାନମନ୍ତ୍ରୀ

प्रविष्टि तिथि: 02 APR 2021 8:27AM by PIB Bhubaneshwar

ଯୀଶୁ ଖ୍ରୀଷ୍ଟଙ୍କୁ କରୁଣା ଏବଂ ଆଦର୍ଶର ଏକ ସମ୍ପୂର୍ଣ୍ଣ ଅବତାର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଗୁଡ ଫ୍ରାଇଡେ ଅବସରରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, "ଗୁଡ ଫ୍ରାଇଡେ ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନର ଗାଥା ମନେ ପକାଇଦିଏ । ଦୟାର ଅବତାର ପ୍ରଭୁ ଯୀଶୁ ଦୀନହୀନ ଏବଂ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲେ"

 

**********

TRP/


(रिलीज़ आईडी: 1709182) आगंतुक पटल : 306
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam