ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସରେ ରାଜସ୍ଥାନବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2021 8:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ନିଜର ସମୃଦ୍ଧ ସଂସ୍କୃତି ଏବଂ ଗୌରବମୟ ଐତିହ୍ୟ ପାଇଁ ପ୍ରସିଦ୍ଧ ରାଜସ୍ଥାନର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଅନେକ ଅନେକ ଶୁଭକାମନା”

**********

TRP/


(ରିଲିଜ ଆଡି: 1708459) ପରିଦର୍ଶକ କାଉଣ୍ଟର : 269