ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଂଲାଦେଶରେ ବିଭିନ୍ନ ସମୁଦାୟର ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 MAR 2021 2:23PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାଂଲାଦେଶ ଗସ୍ତର ଅଂଶବିଶେଷ ଭାବେ ବିଭିନ୍ନ ସମୁଦାୟର ନେତାମାନଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ବାଂଲାଦେଶର ସଂଖ୍ୟାଲଘୁ, ବାଂଲାଦେଶ ମୁକ୍ତିଯୋଦ୍ଧା, ଫ୍ରେଣ୍ଡସ୍ ଅଫ ଇଣ୍ଡିଆ ଆଣ୍ଡ ୟୁଥ ଆଇକନର ପ୍ରତିନିଧିମାନେ ସାମିଲ ଥିଲେ।



********
P.S
(ରିଲିଜ ଆଡି: 1707933)
ପରିଦର୍ଶକ କାଉଣ୍ଟର : 306
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam