ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଜମେର ଶରିଫ ଦରଘା ପାଇଁ ଚାଦର ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
15 FEB 2021 6:26PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଚାଦର ହସ୍ତାନ୍ତର କରିଛନ୍ତି ଯାହାକି ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ 809ତମ ୟୁଆରଏସ ବର୍ଷ ଅବସରରେ ଏହା ଆଜମେର ଶରିଫ ଦରଘାରେ ଚଢାଯିବ ।
“ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିର 809ତମ ୟୁଆରଏସ ବର୍ଷ ଅବସରରେ ଆଜମେର ଶରିଫ ଦରଘାରେ ଚଢାଯିବା ପାଇଁ ଏକ ଚାଦର ହସ୍ତାନ୍ତର କରାଗଲା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
TRP/
(रिलीज़ आईडी: 1698253)
आगंतुक पटल : 216
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam