ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରପ୍ରଦେଶ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 24 JAN 2021 12:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତରପ୍ରଦେଶ ସ୍ଥାପନା ଦିବସରେ ସମସ୍ତ ରାଜ୍ୟ ବାସୀଙ୍କୁ ହାର୍ଦ୍ଦିକ ଶୁଭକାମନାବଳିଦାନ, ଦୃଢତା, ପରମ୍ପରା ଏବଂ ସଂସ୍କୃତିର ପବିତ୍ର ଭୂମି ଉତ୍ତରପ୍ରଦେଶ ଆଜି ଆତ୍ମନିର୍ଭର ଭାରତ ନିର୍ମାଣରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ମୁଁ ଆଶା କରୁଛି ସମସ୍ତ କ୍ଷେତ୍ରରେ ବିକାଶ ଆଡକୁ ଅଗ୍ରସର ହେଉଥିବା ଏହି ରାଜ୍ୟ ଏହିଭଳି ନୂତନ ଶିଖରକୁ ଛୁଉଁଥାଉ”

 

**********

TRP/


(ରିଲିଜ ଆଡି: 1691824) ପରିଦର୍ଶକ କାଉଣ୍ଟର : 143