ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କୁ ପ୍ରଣିପାତ ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 JAN 2021 9:19AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କୁ ନତମସ୍ତକ ହୋଇଛନ୍ତି

ଏକାଧିକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ପର୍ବ ଅବସରରେ ମୁଁ ତାଙ୍କୁ ପ୍ରଣିପାତ କରୁଛି ଏକ ନ୍ୟାୟପୂର୍ଣ୍ଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ତାଙ୍କର ଜୀବନ ପାଇଁ ଉତ୍ସର୍ଗୀକୃତ ଥିଲା ସେ ତାଙ୍କ ସିଦ୍ଧାନ୍ତକୁ ପାଳନ କରିବାରେ ଅତୁଟ ଥିଲେ ତାଙ୍କ ସାହସ ଏବଂ ବଳିଦାନକୁ ମଧ୍ୟ ଆମେ ମନେ ପକାଉ  

ମୋ ଉପରେ ଗୁରୁ ସାହିବଙ୍କ ଏକ ବିଶେଷ କୃପା ଅଛି ଯାହା ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର 350 ତମ ପ୍ରକାଶ ପର୍ବ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଘଟିଛି ମୁଁ ପାଟନାରେ ହୋଇଥିବା ମହାନ ଉତ୍ସବକୁ ମନେ ପକାଉଛି, ଯେଉଁଠାରେ ମୋତେ ମଧ୍ୟ ମୋର ସମ୍ମାନ ଜଣାଇବାକୁ ସୁଯୋଗ ମିଳିଥିଲା

 

br

**********

TRP/


(ରିଲିଜ ଆଡି: 1690467) ପରିଦର୍ଶକ କାଉଣ୍ଟର : 198