କ୍ୟାବିନେଟ

ସୌରଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ

प्रविष्टि तिथि: 20 JAN 2021 11:50AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ବୈଠକରେ ସୌରଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହେବାର ସୂଚନା ଦିଆଯାଇଛି

କାର୍ଯ୍ୟର ମୁଖ୍ୟ କ୍ଷେତ୍ର ହେଉଛି ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନ୍ଆଇଏସ୍), ଭାରତର ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟ ଏବଂ ଉଜବେକିସ୍ତାନର ଆର୍ନ୍ତଜାତିକ ସୌର ଶକ୍ତି ପ୍ରତିଷ୍ଠାନ ମଧ୍ୟରେ ଗବେଷଣା / ପ୍ରଦର୍ଶନ/ ପାଇଲଟ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା

i.        ସୋଲାର ଫଟୋଭୋଲ୍ଟିକ୍

ii.       ମହଜୁଦ ଜ୍ଞାନକୌଶଳ

iii.      ଜ୍ଞାକୌଶଳର ଆଦାନପ୍ରଦାନ

ପାରସ୍ପରିକ ଚୁକ୍ତି ଆଧାରରେ, ଉଭୟ ପକ୍ଷ ଆର୍ନ୍ତଜାତୀୟ ସୌର ମେଣ୍ଟ (ଆଇଏସ୍) ସଦସ୍ୟ ଦେଶଗୁଡିକରେ ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ନିୟୋଜନ ପାଇଁ କାର୍ଯ୍ୟ କରିବେ

***

HS / SLP


(रिलीज़ आईडी: 1690395) आगंतुक पटल : 269
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam