ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ଭି ଶାନ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2021 10:30AM by PIB Bhubaneswar

ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉଚ୍ଚ ମାନର କର୍କଟ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡଃ ଭି ଶାନ୍ତା ସ୍ମରଣୀୟ ହୋଇ ରହିବେ ଚେନ୍ନାଇର ଆଦ୍ୟାରସ୍ଥିତ କର୍କଟ ପ୍ରତିଷ୍ଠାନ ଗରିବ ଏବଂ ନିମ୍ନ ସ୍ତରର ଲୋକଙ୍କୁ ସେବା ଯୋଗାଇବାରେ ଅଗ୍ରଣୀ 2018 ରେ ମୋର ସେହି ଅନୁଷ୍ଠାନ ଗସ୍ତକୁ ସ୍ମରଣ କରୁଛି ଡଃ ଭି ଶାନ୍ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ ଓମ ଶାନ୍ତି

 

**********

TRP/


(ରିଲିଜ ଆଡି: 1690077) ପରିଦର୍ଶକ କାଉଣ୍ଟର : 173