ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 25 DEC 2020 10:02AM by PIB Bhubaneswar

ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

“କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ପଣ୍ଡିତ ମଦନ ମୋହନ ମାଲବ୍ୟ ଜୀଙ୍କୁ ଶତ ଶତ ପ୍ରଣାମ ସେ ତାଙ୍କର ସମଗ୍ର ଜୀବନକୁ ସାମାଜିକ ସଂସ୍କାର ତଥା ଜାତୀୟ ସେବାରେ ଉତ୍ସର୍ଗ କରିଥିଲେ । ଦେଶ ପାଇଁ ତାଙ୍କର  ଅବଦାନ ପରବର୍ତ୍ତୀ ପିଢିଙ୍କୁ ପ୍ରେରଣା ଯୋଗାଇ

 

**********


(ରିଲିଜ ଆଡି: 1683696) ପରିଦର୍ଶକ କାଉଣ୍ଟର : 204