ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 DEC 2020 11:29AM by PIB Bhubaneswar

ଭାରତରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ପଶୁ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ସେ କହିଛନ୍ତି, “ବଡ ଖବର!

ସିଂହ ଏବଂ ବାଘ ପରେ ବର୍ତ୍ତମାନ ଦେଶରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି

ପଶୁ ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ | ଆମକୁ ଏହି ପ୍ରୟାସ ଜାରି ରଖିବାକୁ ହେବ ଏବଂ ନିଶ୍ଚିତ କରିବାକୁ ହେବ ଯେ ଆମର ପଶୁମାନେ ନିରାପଦରେ ବସବାସ କରୁଛନ୍ତି"

***


(ରିଲିଜ ଆଡି: 1682667) ପରିଦର୍ଶକ କାଉଣ୍ଟର : 186