ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଏମ ଜି ବୈଦ୍ୟ ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 19 DEC 2020 6:53PM by PIB Bhubaneshwar

ଶ୍ରୀ ଏମ ଜି ବୈଦ୍ୟ ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଏମ ଜି ବୈଦ୍ୟ ଜଣେ ବିଶିଷ୍ଟ ଲେଖକ ଏବଂ ସାମ୍ବାଦିକ ଥିଲେ । ବହୁ ଦଶନ୍ଧି ଧରି ଆରଏସଏସରେ ତାଙ୍କର ବହୁତ ଅବଦାନ ରହିଥିଲା । ବିଜେପିକୁ ମଜବୁତ କରିବା ପାଇଁ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ତଥା ପ୍ରଶଂସକଙ୍କୁ ସମବେଦନା । ଓମ ଶାନ୍ତି ।"

 

**********


(रिलीज़ आईडी: 1682070) आगंतुक पटल : 136
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam