ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୌଲାନା କଲବେ ସାଦିକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 25 NOV 2020 2:22PM by PIB Bhubaneswar

ଅଲ ଇଣ୍ଡିଆ ମୁସଲିମ ପରସୋନାଲ ଲ ବୋର୍ଡର ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଅଲ ଇଣ୍ଡିଆ ମୁସଲିମ ପରସୋନାଲ ଲ ବୋର୍ଡର ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ବିୟୋଗ ମୋତେ ଅତ୍ୟନ୍ତ ଦୁଃଖ ପହଞ୍ଚାଇଛି ସେ ସାମାଜିକ ସଦଭାବନା ଏବଂ ଭାତୃତ୍ଵ ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଥିଲେ ତାଙ୍କର ପରିବାର ବର୍ଗ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା

 

**********


(रिलीज़ आईडी: 1675823) आगंतुक पटल : 142
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam