ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାର ଛୋଟୁ ରାମ ଜୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 NOV 2020 2:08PM by PIB Bhubaneswar
ସାର ଛୋଟୁ ରାମ ଜୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
କୃଷକଙ୍କ କଲ୍ୟାଣ ଦିଗରେ ତାଙ୍କର ସେବାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସାର ଛୋଟୁ ରାମ କେବଳ କୃଷକଙ୍କ ଅଧିକାର ପାଇଁ ଲଢୁନଥିଲେ, ସେ ସମାଜର ଶ୍ରମିକ, ବଞ୍ଚିତ ଏବଂ ଶୋଷିତଙ୍କ ପାଇଁ ମଧ୍ୟ ସ୍ଵର ଉତ୍ତୋଳନ କରୁଥିଲେ । ସମାଜର ଅଗ୍ରଗତିରେ ତାଙ୍କର ଭୂମିକା ପାଇଁ ସେ ସ୍ମରଣୀୟ ହୋଇ ରହିବେ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(ରିଲିଜ ଆଡି: 1675408)
ପରିଦର୍ଶକ କାଉଣ୍ଟର : 147
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam