ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 15 NOV 2020 10:02AM by PIB Bhubaneshwar

ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ଭଗବାନ ବୀର୍ସା ମୁଣ୍ଡାଙ୍କୁ ତାଙ୍କ ଜୟନ୍ତ୍ରୀ ଅବସରରେ ଶତ ଶତ ପ୍ରଣାମ ସେ ଗରିବଙ୍କ ପାଇଁ ପ୍ରକୃତ ଭଗବାନ ଥିଲେ, ଯିଏକି ଶୋଷିତ ଏବଂ ବଞ୍ଚିତଙ୍କ କଲ୍ୟାଣ ଲାଗି ସାରାଜୀବନ ସଂଘର୍ଷ କରିଥିଲେ । ସ୍ଵତନ୍ତ୍ରତା ଆନ୍ଦୋଳନରେ ତାଙ୍କର ଯୋଗଦାନ ଏବଂ ସାମାଜିକ ସଦଭାବନା ପାଇଁ ତାଙ୍କ ଚେଷ୍ଟା ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଯୋଗାଉଥିବ” ।

 

**********
 

 



(Release ID: 1673059) Visitor Counter : 205