ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଶୁଭେଚ୍ଛା

प्रविष्टि तिथि: 14 NOV 2020 9:34AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। “ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ମଙ୍ଗଳକାମନା। ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା! ଏହି ପର୍ବ ଆହୁରି ଆଲୋକ ଏବଂ ଖୁସି ନେଇ ଆସୁ। ସମସ୍ତେ ସମୃଦ୍ଧ ଓ ସୁସ୍ଥ ହୁଅନ୍ତୁ”, ପ୍ରଧାନମନ୍ତ୍ରୀ କହିଛନ୍ତି।

********

 


(रिलीज़ आईडी: 1672900) आगंतुक पटल : 196
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam