ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୈନିକମାନଙ୍କୁ ଅଭିବାଦନ ଜଣାଇବା ପାଇଁ ଦୀପ ଜାଳି ଏହି ଦୀପାବଳିକୁ ଆଲୋକିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ

प्रविष्टि तिथि: 13 NOV 2020 6:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏହି ଦୀପାବଳିରେ ଆମ ଦେଶକୁ ସର୍ବଦା ସୁରକ୍ଷା ଦେଉଥିବା ସୈନିକମାନଙ୍କୁ ଅଭିବାଦନ ଜଣାଇବା ପାଇଁ ଆସନ୍ତୁ ଆମେ ଦୀପ ଜଳାଇବା

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଏହି ଦୀପାବଳିରେ ଆମ ଦେଶକୁ ସର୍ବଦା ସୁରକ୍ଷା ଦେଉଥିବା ସୈନିକମାନଙ୍କୁ ଅଭିବାଦନ ଜଣାଇବା ପାଇଁ ଦୀପ ଜଳାଇବା ଆମେ ସୈନିକମାନଙ୍କ ଅଦମ୍ୟ ସାହସକୁ ଶବ୍ଦରେ ପ୍ରକାଶ କରିପାରିବା ନାହିଁ ସୀମାରେ ଥିବା ସୈନିକମାନଙ୍କ ପରିବାର ପ୍ରତି ମଧ୍ୟ ଆମେ କୃତଜ୍ଞ

 

**********


(रिलीज़ आईडी: 1672767) आगंतुक पटल : 241
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam