ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
05 NOV 2020 7:59PM by PIB Bhubaneswar
ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ତାଞ୍ଜାନିଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିଥିବାରୁ ମହାମହିମ ଜନ ପୋମ୍ବେ ମାଗୁଫୁଲିଙ୍କୁ ମୋର ଶୁଭେଚ୍ଛା! ତାଙ୍କ ସହିତ କାର୍ଯ୍ୟ କରି ଆମ ଦୁଇ ଦେଶ ମଧ୍ୟରେ ବହୁ କାଳରୁ ରହିଆସିଥିବା ବନ୍ଧୁତ୍ଵକୁ ଆହୁରି ମଜଭୁତ କରିବା ନେଇ ମୁଁ ଆଶାବାଦୀ” ।
**********
(रिलीज़ आईडी: 1670453)
आगंतुक पटल : 261
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam