ରେଳ ମନ୍ତ୍ରଣାଳୟ
196 ଯୋଡା “ଫେଷ୍ଟିଭାଲ୍ ସ୍ପେଶାଲ” ରେଳ ସେବାକୁ ମନ୍ତ୍ରଣାଳୟର ଅନୁମୋଦନ
• ଅକ୍ଟୋବର 20 ରୁ ନଭେମ୍ବର 30, 2020 ମଧ୍ୟରେ ଚାଲିବ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ
• ଫେଷ୍ଟିଭାଲ ସ୍ପେଶାଲ ସେବାଗୁଡିକର ଭଡା ସ୍ୱତନ୍ତ୍ର ଟ୍ରେନ ପାଇଁ ଉଦ୍ଦିଷ୍ଟ ଭଡା ଆଧାରରେ ହେବ
प्रविष्टि तिथि:
13 OCT 2020 6:45PM by PIB Bhubaneswar
ପାର୍ବଣ ସମୟର ଭିଡ ହ୍ରାସ କରିବା ଲାଗି ରେଳ ମନ୍ତ୍ରଣାଳୟ 20 ଅକ୍ଟୋବର ରୁ 30 ନଭେମ୍ବର 2020 ମଧ୍ୟରେ ଅଧିକ ରେଳ ସେବା ଯୋଗାଇଦେବା ଲାଗି 196 ଯୋଡା (392 ଟ୍ରେନ) ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଚଳକୁ ମଞ୍ଜୁର କରିଛି । ଏହି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ପାଇଁ ଯାତ୍ରୀ ଭଡା ସ୍ଵତନ୍ତ୍ର ଟ୍ରେନ ପାଇଁ ଉଦ୍ଦିଷ୍ଟ ଭଡା ଆଧାରରେ ହେବ ।
ଜୋନାଲ ରେଳବାଇ ସେଗୁଡିକର କାର୍ଯ୍ୟସୂଚୀକୁ ଆଗୁଆ ସୂଚିତ କରିବେ ।
ଟ୍ରେନର ତାଲିକା ନିମ୍ନରେ ଦିଆଯାଇଥିବା ଲିଙ୍କରେ ସଂଲଗ୍ନ କରାଯାଇଛି ।
ଅନୁମୋଦିତ 196 ଯୋଡା ଟ୍ରେନର ଲିଙ୍କ୍ ।
**********
(रिलीज़ आईडी: 1664167)
आगंतुक पटल : 437