ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ରାମ ମନୋହର ଲୋହିଆଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 12 OCT 2020 5:25PM by PIB Bhubaneswar

ଡଃ ରାମ ମନୋହର ଲୋହିଆଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

“ଗଣତନ୍ତ୍ରକୁ ମଜବୁତ କରିବା ଲାଗି ନିଜ ଜୀବନକୁ ସମର୍ପିତ କରିବା, ବିଚାରକୁ ବ୍ୟବହାରରେ ପରିଣତ କରିବା, ଆଜୀବନ ଗଣତାନ୍ତ୍ରିକ ମାନଦଣ୍ଡକୁ ନିର୍ବାହ କରିବା ଭଳି କାର୍ଯ୍ୟ ନିମନ୍ତେ ଲୋହିଆ ଜୀ ସମଗ୍ର ଦେଶ ପାଇଁ ପ୍ରେରଣାଦାୟୀ ପୁରୁଷ

ସମାଜବାଦର ପ୍ରତିଷ୍ଠାତା, କ୍ଷମତା ଅପେକ୍ଷା ବିଚାରକୁ ଉପରେ ରଖୁଥିବା ଏବଂ ଦେଶହିତକୁ ଶ୍ରେଷ୍ଠ ବୋଲି ଭାବୁଥିବା ଲୋହିଆ ଜୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶତ ଶତ ପ୍ରଣାମ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(रिलीज़ आईडी: 1663815) आगंतुक पटल : 245
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam