ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସହିଦ ଭଗତ ସିଂଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2020 9:20AM by PIB Bhubaneswar

ସହିଦ ଭଗତ ସିଂଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ମା ଭାରତୀଙ୍କ ବୀର ସୁପୁତ୍ର ଅମର ସହିଦ ଭଗତ ସିଂଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ତାଙ୍କ ବୀରତ୍ଵ ଏବଂ ପରାକ୍ରମର ଗାଥା ଦେଶବାସୀଙ୍କୁ ଯୁଗ ଯୁଗ ଧରି ପ୍ରେରିତ କରୁଥିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(ରିଲିଜ ଆଡି: 1659811) ପରିଦର୍ଶକ କାଉଣ୍ଟର : 181