ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗୋଟିଏ ଦିନରେ ପୁଣି ସର୍ବାଧିକ ଆରୋଗ୍ୟ ରେକର୍ଡ

• ବିଗତ 24 ଘଣ୍ଟା ମଧ୍ୟରେ 87,472 କୋଭିଡ ରୋଗୀ ସୁସ୍ଥ
• ଅଧିକ ସକ୍ରିୟ ସଂକ୍ରମିତ ଥିବା ରାଜ୍ୟରେ ଅଧିକ ଆରୋଗ୍ୟ ହାର

Posted On: 18 SEP 2020 12:04PM by PIB Bhubaneshwar

ଭାରତରେ ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ଅପ୍ରାତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବିଗତ 24 ଘଣ୍ଟା ମଧ୍ୟରେ 87,472 ସକ୍ରିୟ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରୋଇ, ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବିଗତ 11 ଦିନ ମଧ୍ୟରେ ଭାରତରେ ଆରୋଗ୍ୟ ହାର ଅତିଉଚ୍ଚରେ ରହିଛି ଫଳରେ ଦୈନିକ 70 ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି।

ଆଜିକୁ ମିଶାଇ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଁ 78.86% ରେ ପହଞ୍ଚିଛି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 41,12,551 ରେ ପହଞ୍ଚିଛି।

ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ 4.04 ଗୁଣ ଅଧିକ ହୋଇଯାଇଛି। ବର୍ତ୍ତମାନ ମୋଟ ଆରୋଗ୍ୟଙ୍କ ସଂଖ୍ୟା 30,94,797 ରେ ପହଞ୍ଚିଛି।

ସର୍ବାଧିକ ସକ୍ରିୟ ସଂକ୍ରମିତ ଥିବା 5ଟି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଅଧିକ ରହିଛି।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ 59.8% ସକ୍ରିୟ ସଂକ୍ରମିତ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ତୁଳନାରେ ଏହିସବୁ ରାଜ୍ୟରେ ମଧ୍ୟ 59.3% ଆରୋଗ୍ୟ ରହିଛନ୍ତି।

16ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ 90% ଆରୋଗ୍ୟ ଲାଭ କରିଥିବା ରେକର୍ଡ କରାଯାଇଛି। 19,522 ଜଣ ସୁସ୍ଥ ହେବା ସହିତ ମହାରାଷ୍ଟ୍ରରେ 22.31% ନୂଆ ଆରୋଗ୍ୟ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ (12.24%), କର୍ଣ୍ଣାଟକ (8.3%), ତାମିଲନାଡୁ (6.31%) ଏବଂ ଛତିଶଗଡ (6.0%) ମିଶି ମୋଟ 32.8% ଆରୋଗ୍ୟ ହାର ସହିତ ଏହା ପଛକୁ ରହିଛନ୍ତି। ଏ ସମସ୍ତ ରାଜ୍ୟରେ ମୋଟ ନୂଆ ଆରୋଗ୍ୟଙ୍କ ସଂଖ୍ୟାର 55.1% ନୂଆ ଆରୋଗ୍ୟ ରହିଛନ୍ତି।

ନୂଆ ମାମଲା ଦେଖାଦେବା କ୍ଷଣି ତୁରନ୍ତ ବିକଶିତ ହୋଇପାରୁଥିବା କେନ୍ଦ୍ର ସରକାରଙ୍କ ପ୍ରଭାବୀ ଚିକିତ୍ସା ପରିଚାଳନା ଏବଂ ଚିକିତ୍ସା ନିୟମ ଲାଗୁ କରାଯିବା କାରଣରୁ ଲଗାତାର ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସର ସହଯୋଗରେ ‘କୋଭିଡ-19 ପରିଚାଳନା ଲାଗି ଜାତୀୟ ଇ-ଆଇସିୟୁ ପରିଚାଳନା’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଉତ୍କର୍ଷ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଇସିୟୁ ଡାକ୍ତରମାନଙ୍କୁ ସାମିଲ କରାଯାଉଛି। ସପ୍ତାହକୁ ଦୁଇ ଥର ମଙ୍ଗଳବାର ଓ ଶୁକ୍ରବାର ଆୟୋଜିତ ହେଉଥିବା ଏସବୁ ଅଧିବେଶନ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ଏବଂ ମୃତ୍ୟୁହାର ହ୍ରାସ ପାଇବାରେ ବିଶେଷ ସହାୟତା ମିଳିପାରିଛି। ବର୍ତ୍ତମାନସୁଦ୍ଧା ଦେଶର 28ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର 249ଟି ଡାକ୍ତରଖାନା ପାଇଁ 19 ଏପରି ଇ-ଆଇସିୟୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇସାରିଛି।

କୋଭିଡ ରୋଗୀଙ୍କ ଚିକିତ୍ସା ଲାଗି ଭାରତରେ ରେମଡିସିଭିର, କୋଭାଲସେଣ୍ଟ ପ୍ଲାଜମା ଏବଂ ତୋସିଲିଜୁମାବ ଭଳି ‘ଅନୁସନ୍ଧାନକାରୀ ଚିକିତ୍ସା’ର ଯୁକ୍ତିଯୁକ୍ତ ପ୍ରୟୋଗକୁ ଅନୁମତି ମିଳିଛି। ଏହାବ୍ୟତୀତ ପ୍ରୋନିଂ, ହାଇ ଫ୍ଲୋ ଅକ୍ସିଜେନ, ନନ-ଇନଭାସିଭ ଭେଣ୍ଟିଲେସନ, ଷ୍ଟେରୋଏଡ ଏବଂ ଆଣ୍ଟି-କୋଗ୍ୟୁଲାଣ୍ଟର ଭଳି ଚିକିତ୍ସା ପଦ୍ଧତି କାର୍ଯ୍ୟକାରୀ କରାଯାଇଛି। ଘରୋଇ ସଙ୍ଗରୋଧର ଅନୁଧ୍ୟାନ, ରୋଗୀଙ୍କୁ ତୁରନ୍ତ ଏବଂ ସମୟବଦ୍ଧ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଉନ୍ନତ ଆମ୍ବୁଲାନ୍ସ ସୁବିଧା ଫଳରେ ରୋଗୀଙ୍କ ଚିକିତ୍ସା ପରିଚାଳନା ବାଧାମୁକ୍ତ ଓ ପ୍ରଭାବୀ ହୋଇପାରିଛି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଶେଷଜ୍ଞ ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଚିକିତ୍ସା ଅକ୍ସିଜେନ ବ୍ୟବସ୍ଥାର ଯଥେଷ୍ଟ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିୟମିତ ସମୀକ୍ଷା କରାଯାଉଛି। ଏସବୁ ପଦକ୍ଷେପ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ନିମ୍ନ ମୃତ୍ୟୁ ହାର (ସିଏଫଆର) ବଜାୟ ରହିଛି ଯାହାକି ବର୍ତ୍ତମାନ 1.62% ରହିଛି।

 

#

 

 

Name of State / UT

 

 

 

Active cases

Confirmed cases

Cumulative Cured/ Discharged/Migrated Cases

Cumulative Deaths

 

 

As on 18.09.2020

As on 18.09.2020

As on 17.09.2020

Change since yesterday

As on 18.09.2020

As on 17.09.2020

Changes since yesterday

As on 18.09.2020

As on 17.09.2020

Change since yesterday

TOTAL CASES

1017754

5214677

5118253

96424

4112551

4025079

87472

84372

83198

1174

1

Maharashtra

302135

1145840

1121221

24619

812354

792832

19522

31351

30883

468

2

Karnataka

103650

494356

484990

9366

383077

375809

7268

7629

7536

93

3

Andhra Pradesh

88197

601462

592760

8702

508088

497376

10712

5177

5105

72

4

Uttar Pradesh

68235

336294

330265

6029

263288

258573

4715

4771

4690

81

5

Tamil Nadu

46610

525420

519860

5560

470192

464668

5524

8618

8559

59

6

Chhattisgarh

36036

77775

73966

3809

41111

35885

5226

628

611

17

7

Kerala

34380

122214

117863

4351

87345

84608

2737

489

480

9

8

Odisha

33026

167161

162920

4241

133466

129859

3607

669

656

13

9

Delhi

31721

234701

230269

4432

198103

194516

3587

4877

4839

38

10

Telangana

30673

167046

165003

2043

135357

133555

1802

1016

1005

11

11

Assam

28208

150349

148969

1380

121613

119367

2246

528

511

17

12

West Bengal

24336

215580

212383

3197

187061

184113

2948

4183

4123

60

13

Madhya Pradesh

21631

97906

95515

2391

74398

71535

2863

1877

1844

33

14

Punjab

21568

90032

87184

2848

65818

63570

2248

2646

2592

54

15

Haryana

21014

103773

101316

2457

81690

78937

2753

1069

1045

24

16

J&K (UT)

20239

59711

58244

1467

38521

37809

712

951

932

19

17

Rajasthan

17495

109473

107680

1793

90685

89352

1333

1293

1279

14

18

Gujarat

15975

118926

117547

1379

99681

98029

1652

3270

3256

14

19

Jharkhand

13703

67100

66074

1026

52807

51357

1450

590

579

11

20

Bihar

13156

164051

162463

1588

150040

148656

1384

855

848

7

21

Uttarakhand

11714

37139

35947

1192

24965

24432

533

460

447

13

22

Tripura

7162

20949

20676

273

13559

12956

603

228

222

6

23

Goa

5612

26783

26139

644

20844

20445

399

327

319

8

24

Puducherry

4744

21428

21111

317

16253

15923

330

431

418

13

25

Himachal Pradesh

4146

11190

10795

395

6946

6558

388

98

91

7

26

Chandigarh

3085

9256

8958

298

6062

5683

379

109

104

5

27

Meghalaya

1983

4356

4195

161

2342

2264

78

31

29

2

28

Arunachal Pradesh

1871

6851

6692

159

4967

4787

180

13

13

0

29

Manipur

1841

8430

8320

110

6538

6521

17

51

48

3

30

Nagaland

1193

5306

5263

43

4098

3987

111

15

15

0

31

Ladakh (UT)

972

3576

3535

41

2558

2536

22

46

46

0

32

Mizoram

585

1534

1506

28

949

939

10

0

0

0

33

Sikkim

463

2274

2221

53

1789

1722

67

22

19

3

34

D&D & D&N

221

2831

2810

21

2608

2575

33

2

2

0

35

A&N Islands

174

3604

3593

11

3378

3345

33

52

52

0

36

Lakshdweep

0

0

0

0

0

0

0

0

0

0

 

**********



(Release ID: 1656398) Visitor Counter : 203