ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 16 SEP 2020 11:37AM by PIB Bhubaneswar

ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବାରୁ ସମ୍ମାନନୀୟ ୟୋଶିଦେ ସୁଗାଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ବୈଶ୍ୱିକ ସହଭାଗୀତାକୁ ଏକ ଉଚ୍ଚସ୍ତରରେ ପହଞ୍ଚାଇବା ଦିଗରେ ଆମର ପାରସ୍ପରିକ ସହଯୋଗ ରହିବ ବୋଲି ମୋର ଆଶା

 

**********


(ରିଲିଜ ଆଡି: 1655193) ପରିଦର୍ଶକ କାଉଣ୍ଟର : 233