ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କରୋନା ଆରୋଗ୍ୟ ହାର 78 ପ୍ରତିଶତ ଛୁଇଁଲା

● ସକ୍ରିୟ ମାମଲା ତୁଳନାରେ ସୁସ୍ଥରୋଗୀ ସଂଖ୍ୟା 28 ଲକ୍ଷରୁ ଅଧିକ
● ସମୁଦାୟ ସକ୍ରିୟ ମାମଲାର 60 ପ୍ରତିଶତ 5ଟି ରାଜ୍ୟରୁ

Posted On: 14 SEP 2020 11:11AM by PIB Bhubaneshwar

କରୋନା ଆରୋଗ୍ୟ ହାରରେ ଦେଶ ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଞ୍ଚି ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହା ଶତକଡା 78 ପ୍ରତିଶତରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ 77,512 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 37,80,107ରେ ପହଞ୍ଚିଛି ଆରୋଗ୍ୟ ସକ୍ରିୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେଶରେ ବର୍ତ୍ତମାନ 9,86,598 ଜଣ ସକ୍ରିୟ ରୋଗୀ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି 27,93,509ରେ ପହଞ୍ଚିଛି ସକ୍ରିୟ ରୋଗୀଙ୍କ ମଧ୍ୟରୁ ଶତକଡା 60 ଭାଗରୁ ଉର୍ଦ୍ଧ୍ଵ 5ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ତାମିଲନାଡୁରୁ ଆସିଛନ୍ତି ଏହି ରାଜ୍ୟଗୁଡିକରୁ ଶତକଡା 60 ଭାଗ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 92,071ଟି ନୂଆ ମାମଲା ଆସିଥିବା ବେଳେ ସେଥିମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ 22,000 ଆନ୍ଧ୍ରପ୍ରଦେଶରୁ 9,800ରୁ ଉର୍ଦ୍ଧ୍ଵ ରହିଛନ୍ତି ପାଖାପାଖି ମୋଟ ମାମଲାର ଶତକଡା 60 ଭାଗ 5ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଉତ୍ତରପ୍ରଦେଶରୁ ରହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ 1136 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ଶତକଡା 53 ଭାଗ ମହାରାଷ୍ଟ୍ର, କର୍ଣ୍ଣାଟକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ଏହା ପଛକୁ ତାମିଲନାଡୁ, ପଞ୍ଜାବ ଆନ୍ଧ୍ରପ୍ରଦେଶ ରହିଛନ୍ତି ଗତକାଲି ମହାରାଷ୍ଟ୍ରରୁ ଶତକଡା 36 ଅର୍ଥାତ 416 ଜଣଙ୍କର ମୃତ୍ୟୁ ଘଟିଛି

ସଂଖ୍ୟା

ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ନାମ

 

 

 

ସକ୍ରିୟ ମାମଲା

ସୁନିଶ୍ଚିତ ମାମଲା

ସମୁଦାୟ ଆରୋଗ୍ୟ / ଡିଶ୍ଚାର୍ଜ/ସ୍ଥାନାନ୍ତରଣ ମାମଲା

ସମୁଦାୟ ମୃତ୍ୟୁ

 

14.09.20 ସୁଦ୍ଧା

14.09.20 ସୁଦ୍ଧା

13.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

14.09.20 ସୁଦ୍ଧା

13.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

14.09.20 ସୁଦ୍ଧା

13.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

ମୋଟ ମାମଲା

986598

4846427

4754356

92071

3780107

3702595

77512

79722

78586

1136

1

ମହାରାଷ୍ଟ୍ର

290716

1060308

1037765

22543

740061

728512

11549

29531

29115

416

2

କର୍ଣ୍ଣାଟକ

99222

459445

449551

9894

352958

344556

8402

7265

7161

104

3

ଆନ୍ଧ୍ରପ୍ରଦେଶ

95072

567123

557587

9536

467139

457008

10131

4912

4846

66

4

ଉତ୍ତର ପ୍ରଦେଶ

68122

312036

305831

6205

239485

233527

5958

4429

4349

80

5

ତାମିଲନାଡୁ

47012

502759

497066

5693

447366

441649

5717

8381

8307

74

6

ଓଡିଶା

31539

150807

146894

3913

118642

115279

3363

626

616

10

7

ଛତିଶଗଡ

31505

63991

61763

2228

31931

27978

3953

555

539

16

8

ତେଲଙ୍ଗାନା

30532

158513

157096

1417

127007

124528

2479

974

961

13

9

କେରଳ

30140

108278

105139

3139

77699

75844

1855

439

425

14

10

ଦିଲ୍ଲୀ

28812

218304

214069

4235

184748

181295

3453

4744

4715

29

11

ଆସାମ

28161

141763

140471

1292

113133

110885

2248

469

453

16

12

ପଶ୍ଚିମବଙ୍ଗ

23624

202708

199493

3215

175139

172085

3054

3945

3887

58

13

ମଧ୍ୟ ପ୍ରଦେଶ

20487

88247

85966

2281

65998

64398

1600

1762

1728

34

14

ହରିୟାଣା

20079

93641

91115

2526

72587

70713

1874

975

956

19

15

ପଞ୍ଜାବ

19787

79679

77057

2622

57536

55385

2151

2356

2288

68

16

ଜମ୍ମୁ-କଶ୍ମୀର

17481

54096

52410

1686

35737

35285

452

878

864

14

17

ରାଜସ୍ଥାନ

16654

102408

100705

1703

84518

82902

1616

1236

1221

15

18

ଗୁଜରାଟ

16407

113500

112174

1326

93883

92678

1205

3210

3195

15

19

ଝାଡଖଣ୍ଡ

14336

61474

60460

1014

46583

45074

1509

555

542

13

20

ବିହାର

14113

158285

156703

1582

143350

141499

1851

822

808

14

21

ଉତ୍ତରାଖଣ୍ଡ

10519

31973

30336

1637

21040

20153

887

414

402

12

22

ତ୍ରିପୁରା

7429

19165

18910

255

11536

11132

404

200

194

6

23

ଗୋଆ

5173

24592

24185

407

19129

18576

553

290

286

4

24

ପୁଡୁଚେରୀ

4878

19833

19445

388

14570

14228

342

385

370

15

25

ହିମାଚଳ ପ୍ରଦେଶ

3364

9555

9229

326

6114

5962

152

77

73

4

26

ଚଣ୍ଡିଗଡ

2728

7991

7542

449

5170

4864

306

93

92

1

27

ଅରୁଣାଚଳ ପ୍ରଦେଶ

1732

6121

5975

146

4379

4253

126

10

10

0

28

ମଣିପୁର

1638

7875

7731

144

6191

6102

89

46

45

1

29

ମେଘାଳୟ

1623

3724

3615

109

2075

2020

55

26

25

1

30

ନାଗାଲାଣ୍ଡ

1172

5083

5064

19

3901

3839

62

10

10

0

31

ଲଦାଖ

869

3345

3294

51

2436

2414

22

40

39

1

32

ମିଜୋରାମ

598

1428

1414

14

830

823

7

0

0

0

33

ସିକ୍କିମ

567

2086

2055

31

1505

1503

2

14

11

3

34

ଡିଏଣ୍ଡଡି ଏଣ୍ଡ ଡିଏଣ୍ଡଏନ

255

2745

2725

20

2488

2444

44

2

2

0

35

ଆଣ୍ଡାମାନ ନିକୋବର ଦୀପପୁଞ୍ଜ

252

3546

3521

25

3243

3202

41

51

51

0

36

ଲାକ୍ଷାଦୀପ

0

0

0

0

0

0

0

0

0

0

   

**********



(Release ID: 1654176) Visitor Counter : 195