ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତ ସଦ୍ୟତମ ସୂଚନା

● ଦେଶରେ ଅଧିକରୁ ଅଧିକ ସୁସ୍ଥତା ହାର ଅବ୍ୟାହତ
● ଆରୋଗ୍ୟ ସଂଖ୍ୟା 37 ଲକ୍ଷ ଟପିଲା
● ଦୈନିକ ଆରୋଗ୍ୟ ସଂଖ୍ୟାର ଶତକଡା 58 ଭାଗ 5ଟି ରାଜ୍ୟର

Posted On: 13 SEP 2020 11:02AM by PIB Bhubaneshwar

ଦେଶରେ ଦୈନିକ 70 ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବାରେ ଲାଗିଛନ୍ତି ସମ୍ମିଳିତ ଉଦ୍ୟମ, ବ୍ୟାପକ ପରୀକ୍ଷା ଗୁଣାତ୍ମକ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 78,399 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏହାଫଳରେ ମୋଟ 77.88 ପ୍ରତିଶତ ଅର୍ଥାତ 37,02,595 ରୋଗୀ ସୁସ୍ଥ ହୋଇଛନ୍ତି ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡା 58 ଭାଗ 5ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ମହାରାଷ୍ଟ୍ରରୁ ସର୍ବାଧିକ 13,000 ଆରୋଗ୍ୟ ଲାଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଦିନରେ 10,000ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି

ଗତ 24 ଘଣ୍ଟା ମଧ୍ୟରେ 94,372ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ 22,000, ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକରୁ ପ୍ରତ୍ୟେକ 9,000 ଲେଖାଏଁ ଚିହ୍ନଟ ହୋଇଛନ୍ତି ନୂତନ ମାମଲାଗୁଡିକର ଶତକଡା 57 ଭାଗ 5ଟି ରାଜ୍ୟରୁ ହୋଇଥିବା ବେଳେ ଆରୋଗ୍ୟ ସଂଖ୍ୟାର ଶତକଡା 58 ଭାଗ ମଧ୍ୟ ସେହି ରାଜ୍ୟରୁ ବୋଲି ଜଣାପଡିଛି

ଦେଶରେ ବର୍ତ୍ତମାନ 9,73,175 ଜଣ ସକ୍ରିୟ ରୋଗୀ ରହିଛନ୍ତି ସେଥି ମଧ୍ୟରୁ 2.80 ଲକ୍ଷରୁ ଉର୍ଦ୍ଧ୍ଵ ମହାରାଷ୍ଟ୍ରରୁ ହୋଇଥିବା ବେଳେ 97,000ରୁ ଉର୍ଦ୍ଧ୍ଵ କର୍ଣ୍ଣାଟକରୁ ବୋଲି ଜଣାପଡିଛି ଶତକଡା 60 ଭାଗ ସକ୍ରିୟ ରୋଗୀ 5ଟି ରାଜ୍ୟରୁ ଆସିଛନ୍ତି ସେଥିମଧ୍ୟରୁ ମହାରାଷ୍ଟ୍ରରୁ 28.79, କର୍ଣ୍ଣାଟକରୁ 10.05, ଆନ୍ଧ୍ରପ୍ରଦେଶରୁ 9.84, ଉତ୍ତରପ୍ରଦେଶରୁ 6.98 ତାମିଲନାଡୁରୁ 4.84 ବୋଲି ଜଣାପଡିଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,114 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ 391 ଜଣଙ୍କର ମୃତ୍ୟୁ ଘଟିଛି ସେହିପରି କର୍ଣ୍ଣାଟକରେ 94 ଜଣ ତାମିଲନାଡୁରେ 76 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି

କ୍ର.ସଂ

 

 

ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ

 

 

ସକ୍ରିୟ ମାମଲା

ସୁନିଶ୍ଚିତ ମାମଲା

ସମୁଦାୟ ଆରୋଗ୍ୟ / ଡିଶ୍ଚାର୍ଜ/ସ୍ଥାନାନ୍ତରଣ ମାମଲା

ସମୁଦାୟ ମୃତ୍ୟୁ

 

13.09.20 ସୁଦ୍ଧା

13.09.20ସୁଦ୍ଧା

12.09.20ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

13.09.20 ସୁଦ୍ଧା

12.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

13.09.20 ସୁଦ୍ଧା

12.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

ମୋଟ ମାମଲା

973175

4754356

4659984

94372

3702595

3624196

78399

78586

77472

1114

1

ମହାରାଷ୍ଟ୍ର

280138

1037765

1015681

22084

728512

715023

13489

29115

28724

391

2

କର୍ଣ୍ଣାଟକ

97834

449551

440411

9140

344556

334999

9557

7161

7067

94

3

ଆନ୍ଧ୍ରପ୍ରଦେଶ

95733

557587

547686

9901

457008

446716

10292

4846

4779

67

4

ଉତ୍ତରପ୍ରଦେଶ

67955

305831

299045

6786

233527

227442

6085

4349

4282

67

5

ତାମିଲନାଡୁ

47110

497066

491571

5495

441649

435422

6227

8307

8231

76

6

ଛତିଶଗଡ

33246

61763

58643

3120

27978

27123

855

539

519

20

7

ତେଲଙ୍ଗାନା

31607

157096

154880

2216

124528

121925

2603

961

950

11

8

ଓଡିଶା

30999

146894

143117

3777

115279

112062

3217

616

605

11

9

ଆସାମ

29133

140471

138339

2132

110885

108329

2556

453

430

23

10

କେରଳ

28870

105139

102254

2885

75844

73900

1944

425

410

15

11

ଦିଲ୍ଲୀ

28059

214069

209748

4321

181295

178154

3141

4715

4687

28

12

ପଶ୍ଚିମବଂଗ

23521

199493

196332

3161

172085

169043

3042

3887

3828

59

13

ମଧ୍ୟପ୍ରଦେଶ

19840

85966

83619

2347

64398

62936

1462

1728

1691

37

14

ହରିୟାଣା

19446

91115

88332

2783

70713

68525

2188

956

932

24

15

ପଞ୍ଜାବ

19384

77057

74616

2441

55385

53308

2077

2288

2212

76

16

ରାଜସ୍ଥାନ

16582

100705

99036

1669

82902

81970

932

1221

1207

14

17

ଗୁଜରାଟ

16301

112174

110809

1365

92678

91343

1335

3195

3180

15

18

ଜମ୍ମୁ-କଶ୍ମୀର

16261

52410

50712

1698

35285

34689

596

864

854

10

19

ଝାଡଖଣ୍ଡ

14844

60460

59040

1420

45074

43328

1746

542

532

10

20

ବିହାର

14396

156703

155445

1258

141499

139458

2041

808

797

11

21

ଉତ୍ତରାଖଣ୍ଡ

9781

30336

29221

1115

20153

19428

725

402

388

14

22

ତ୍ରିପୁରା

7584

18910

18281

629

11132

10734

398

194

182

12

23

ଗୋଆ

5323

24185

23445

740

18576

18065

511

286

276

10

24

ପୁଡୁଚେରୀ

4847

19445

19026

419

14228

13783

445

370

365

5

25

ହିମାଚଳ ପ୍ରଦେଶ

3194

9229

8784

445

5962

5839

123

73

71

2

26

ଚଣ୍ଡିଗଡ

2586

7542

7292

250

4864

4600

264

92

86

6

27

ଅରୁଣାଚଳ ପ୍ରଦେଶ

1712

5975

5825

150

4253

4126

127

10

10

0

28

ମଣିପୁର

1584

7731

7579

152

6102

6002

100

45

44

1

29

ମେଘାଳୟ

1570

3615

3447

168

2020

1889

131

25

24

1

30

ନାଗାଲାଣ୍ଡ

1215

5064

4946

118

3839

3802

37

10

10

0

31

ଲଦାଖ

841

3294

3228

66

2414

2387

27

39

38

1

32

ମିଜୋରାମ

591

1414

1379

35

823

790

33

0

0

0

33

ସିକ୍କିମ

541

2055

2026

29

1503

1486

17

11

8

3

34

ଡିଏଣ୍ଡଡି ଏଣ୍ଡ ଡିଏଣ୍ଡଏନ

279

2725

2695

30

2444

2413

31

2

2

0

35

ଆଣ୍ଡାମାନ ନିକୋବର ଦୀପପୁଞ୍ଜ

268

3521

3494

27

3202

3157

45

51

51

0

36

ଲାକ୍ଷାଦୀପ

0

0

0

0

0

0

0

0

0

0

 

**********



(Release ID: 1653866) Visitor Counter : 188