ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତ ସଦ୍ୟତମ ସୂଚନା

● ଦେଶରେ ସୁସ୍ଥତା ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି
● ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 75,000 ଆରୋଗ୍ୟ
● ସମୁଦାୟ ସୁସ୍ଥ ସଂଖ୍ୟା ପ୍ରାୟ 34 ଲକ୍ଷ

Posted On: 09 SEP 2020 11:45AM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ, ଭାରତର ସୁସ୍ଥତା ସଂଖ୍ୟା ଏକ ନୂତନ ଶିଖର ଛୁଇଁଛି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 74,894 ରୋଗୀ ସୁସ୍ଥ ହୋଇଛନ୍ତି

ଏହା ସହିତ, ସମୁଦାୟ ଆରୋଗ୍ୟ ସଂଖ୍ୟା 33,98,844 ହୋଇଥିବା ବେଳେ ଆରୋଗ୍ୟ ହାର 77.77 ପ୍ରତିଶତରେ ପହଞ୍ଚିଛି ସାପ୍ତାହିକ ଦୃଷ୍ଟିରୁ ଦେଖିଲେ ଜୁଲାଇ ତୃତୀୟ ସପ୍ତାହରେ ଥିବା ମୋଟ ସୁସ୍ଥ ସଂଖ୍ୟା 1,53,118 ଥିବା ବେଳେ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ 4,84,068କୁ ବୃଦ୍ଧି ପାଇଛି

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 89,706 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ କେବଳ ମହାରାଷ୍ଟ୍ରରେ 20,000ରୁ ଅଧିକ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ 10,000ରୁ ଅଧିକ ଚିହ୍ନଟ ହୋଇଛନ୍ତି ସେହିପରି 60 ପ୍ରତିଶତ ନୂତନ ମାମଲା କେବଳ 5ଟି ରାଜ୍ୟରୁ ଆସିଛି

ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ସୁଦ୍ଧା 8,97,394 ରହିଛି 2,40,000ରୁ ଅଧିକ ସଂକ୍ରମିତଙ୍କ ସହ ମହାରାଷ୍ଟ୍ର ତାଲିକାରେ ଆଗୁଆ ଥିବାବେଳେ ଏହା ପଛକୁ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ପ୍ରତ୍ୟେକ 96,000ରୁ ଅଧିକରେ ରହିଛନ୍ତି ଦେଶର ସକ୍ରିୟ ମାମଲାର ଶତକଡା 61 ଭାଗ 5ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ରେକର୍ଡ ହୋଇଛି  

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 1,115ଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରୁ 380 କର୍ଣ୍ଣାଟକରୁ 146 ଓ ତାମିଲନାଡୁରୁ 87 ଜଣଙ୍କର ମୃତ୍ୟୁ ଘଟିଛି

କ୍ର.ସଂ

 

 

ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ

 

 

ସକ୍ରିୟ ମାମଲା

ସୁନିଶ୍ଚିତ ମାମଲା

ସମୁଦାୟ ଆରୋଗ୍ୟ / ଡିଶ୍ଚାର୍ଜ/ସ୍ଥାନାନ୍ତରଣ ମାମଲା

ସମୁଦାୟ ମୃତ୍ୟୁ

 

 

09.09.20 ସୁଦ୍ଧା

09.09.20 ସୁଦ୍ଧା

08.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

09.09.20 ସୁଦ୍ଧା

08.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

09.09.20 ସୁଦ୍ଧା

08.09.20 ସୁଦ୍ଧା

ଗତକାଲି ଠାରୁ ପରିବର୍ତ୍ତନ

TOTAL CASES

897394

4370128

4280422

89706

3398844

3323950

74894

73890

72775

1115

1

ମହାରାଷ୍ଟ୍ର

243809

943772

923641

20131

672556

659322

13234

27407

27027

380

2

କର୍ଣ୍ଣାଟକ

96937

412190

404324

7866

308573

300770

7803

6680

6534

146

3

ଆନ୍ଧ୍ରପ୍ରଦେଶ

96769

517094

506493

10601

415765

404074

11691

4560

4487

73

4

ଉତ୍ତରପ୍ରଦେଶ

63256

278473

271851

6622

211170

205731

5439

4047

3976

71

5

ତାମିଲନାଡୁ

50213

474940

469256

5684

416715

410116

6599

8012

7925

87

6

ତେଲଙ୍ଗାନା

31654

147642

145163

2479

115072

112587

2485

916

906

10

7

ଆସାମ

29206

130823

128244

2579

101239

99076

2163

378

370

8

8

ଓଡିଶା

28628

131382

127892

3490

102185

99398

2787

569

556

13

9

ଛତିଶଗଡ

26915

50114

47280

2834

22792

22177

615

407

395

12

10

କେରଳ

23280

92515

89489

3026

68863

66997

1866

372

359

13

11

ପଶ୍ଚିମବଙ୍ଗ

23254

186956

183865

3091

160025

157029

2996

3677

3620

57

12

ଦିଲ୍ଲୀ

22377

197135

193526

3609

170140

168384

1756

4618

4599

19

13

ମଧ୍ୟପ୍ରଦେଶ

17205

77323

75459

1864

58509

56909

1600

1609

1589

20

14

ହରିୟାଣା

16890

81059

78773

2286

63315

61611

1704

854

829

25

15

ଗୁଜରାଟ

16319

106804

105509

1295

87352

85907

1445

3133

3120

13

16

ପଞ୍ଜାବ

16230

67547

65583

1964

49327

47020

2307

1990

1923

67

17

ଝାଡଖଣ୍ଡ

15438

55296

52620

2676

39362

37550

1812

496

482

14

18

ବିହାର

15346

150502

149027

1475

134391

132145

2246

765

761

4

19

ରାଜସ୍ଥାନ

15090

94126

92536

1590

77872

76427

1445

1164

1151

13

20

ଜମ୍ମୁ-କଶ୍ମୀର

11859

45925

44570

1355

33251

32760

491

815

801

14

21

ଉତ୍ତରାଖଣ୍ଡ

8261

26094

25436

658

17473

17123

350

360

348

12

22

ତ୍ରିପୁରା

6903

16717

16135

582

9653

9342

311

161

152

9

23

ପୁଡୁଚେରୀ

4831

17749

17316

433

12581

12135

446

337

325

12

24

ଗୋଆ

4499

21630

21173

457

16875

16427

448

256

245

11

25

ଚଣ୍ଡିଗଡ

2334

6372

5995

377

3960

3734

226

78

74

4

26

ହିମାଚଳ ପ୍ରଦେଶ

2326

7831

7660

171

5445

5370

75

60

56

4

27

ମଣିପୁର

1683

7202

7106

96

5480

5358

122

39

38

1

28

ଅରୁଣାଚଳ ପ୍ରଦେଶ

1670

5402

5180

222

3723

3596

127

9

8

1

29

ମେଘାଳୟ

1343

3076

3034

42

1716

1560

156

17

17

0

30

ଲଦାଖ

856

3102

3064

38

2211

2211

0

35

35

0

31

ସିକ୍କିମ

538

1958

1939

19

1413

1396

17

7

5

2

32

ନାଗାଲାଣ୍ଡ

496

4245

4220

25

3739

3685

54

10

10

0

33

ମିଜୋରାମ

378

1123

1114

9

745

735

10

0

0

0

34

ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ

307

3392

3359

33

3035

2997

38

50

50

0

35

ଡିଏଣ୍ଡଡି ଏଣ୍ଡ ଡିଏଣ୍ଡଏନ

294

2617

2590

27

2321

2291

30

2

2

0

36

ଲାକ୍ଷାଦୀପ

0

0

0

0

0

0

0

0

0

0

 

**********


(Release ID: 1652728) Visitor Counter : 207