ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀଶୈଳମ ହାଇଡ୍ରୋଇଲେକ୍ଟ୍ରିକ ପ୍ଳାଣ୍ଟ ଅଗ୍ନିକାଣ୍ଡ ମୃତାହତଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 21 AUG 2020 6:22PM by PIB Bhubaneswar

ଶ୍ରୀଶୈଳମ ହାଇଡ୍ରୋଇଲେକ୍ଟ୍ରିକ ପ୍ଳାଣ୍ଟରେ ଅଗ୍ନିକାଣ୍ଡ ଜନିତ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀଶୈଳମ ହାଇଡ୍ରୋଇଲେକ୍ଟ୍ରିକ ପ୍ଳାଣ୍ଟ ଅଗ୍ନିକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାହସୀ ପରିବାରଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।

 

**********

 


(ରିଲିଜ ଆଡି: 1647762) ପରିଦର୍ଶକ କାଉଣ୍ଟର : 213