ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ଵଚ୍ଛ ସର୍ବେକ୍ଷଣ – 2020ର ଶୀର୍ଷ ସ୍ଥାନରେ ରହିଥିବା ସହରଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 20 AUG 2020 8:32PM by PIB Bhubaneswar

ସ୍ଵଚ୍ଛ ସର୍ବେକ୍ଷଣ-2020ରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିବା ସହରଗୁଡିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ଵଚ୍ଛ ସର୍ବେକ୍ଷଣ-2020ରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଥିବା ସମସ୍ତ ସହରଗୁଡିକୁ ଅଭିନନ୍ଦନସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଦିଗରେ ଉଦ୍ୟମକୁ ଆହୁରି ବୃଦ୍ଧି କରିବା ଦିଗରେ ଅନ୍ୟ ସହରଗୁଡିକ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ ଏଭଳି ପ୍ରତିଯୋଗିତାମୂଳକ ଉତ୍ସାହ ସ୍ୱଚ୍ଛ ଭାରତ ମିଶନକୁ ମଜବୁତ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଯୋଗାଇବ”

 

**********

 


(ରିଲିଜ ଆଡି: 1647471) ପରିଦର୍ଶକ କାଉଣ୍ଟର : 199