ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାଲାୟଲମ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 17 AUG 2020 12:32PM by PIB Bhubaneswar

ମାଲାୟଲମ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

“ଚିଙ୍ଗମ ମାସ ଆରମ୍ଭ ହେଉଥିବାରୁ ସମସ୍ତଙ୍କୁ ମୋର ଶୁଭେଚ୍ଛା, ବିଶେଷ କରି ମୋର ମାଲାୟଲି ଭଉଣୀ ଏବଂ ଭାଇମାନଙ୍କୁ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ସଫଳତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି "

 

**********


(ରିଲିଜ ଆଡି: 1646454) ପରିଦର୍ଶକ କାଉଣ୍ଟର : 173