ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 11 AUG 2020 8:08PM by PIB Bhubaneswar

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନେକ ଅନେକ ଶୁଭକାମନା ଜୟ ଶ୍ରୀକୃଷ୍ଣ! ଜନ୍ମାଷ୍ଟମୀ ଶୁଭ ଅବସରରେ ଶୁଭେଚ୍ଛା । ଜୟ ଶ୍ରୀକୃଷ୍ଣ!”

 

**********


(रिलीज़ आईडी: 1645207) आगंतुक पटल : 237
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada