ରାଷ୍ଟ୍ରପତିଙ୍କ ସଚିବାଳୟ

ପ୍ରେସ ବିଜ୍ଞପ୍ତି

प्रविष्टि तिथि: 08 AUG 2020 11:27AM by PIB Bhubaneswar

ରାଷ୍ଟ୍ରପତି ଭବନର ଅଶୋକ ହଲରେ ଆଜି (08.08.2020) ଦିବା 10.30 ମିନଟ ସମୟରେ ଆୟୋଜିତ ଏକ ସମାରୋହରେ ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ ଭାରତର କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବେ ଶପଥ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ତାଙ୍କୁ ଏହି ଶପଥ ପାଠ କରାଇଥିଲେ ।

ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଏହି କାର୍ଯ୍ୟକାଳ ଆସନ୍ତା 20.11.2024 ପର୍ଯ୍ୟନ୍ତ ରହିବ ।

 

**********


(रिलीज़ आईडी: 1644409) आगंतुक पटल : 270
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Tamil , Telugu , Malayalam