ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସୁଷମା ସ୍ଵରାଜଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

Posted On: 06 AUG 2020 4:00PM by PIB Bhubaneshwar

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ଵର୍ଗତ ଶ୍ରୀମତୀ ସୁଷମା ସ୍ଵରାଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି, “ସୁଷମା ଜୀଙ୍କୁ ତାଙ୍କ ପ୍ରଥମ ପୂଣ୍ୟ ତିଥିରେ ସ୍ମରଣ କରୁଛି ଅସମୟରେ ତାଙ୍କର ଦୁର୍ଭାଗ୍ୟଜନକ ବିୟୋଗ ସମସ୍ତଙ୍କୁ ଦୁଃଖିତ କରିଛି ଦେଶ ପାଇଁ ସେ ନିଃସ୍ଵାର୍ଥ ସେବା କରିବା ସହିତ ବିଶ୍ଵ ଦରବାରରେ ଭାରତ ପାଇଁ ଜଣେ ସ୍ପଷ୍ଟ ପ୍ରବକ୍ତା ଥିଲେ

 

**********



(Release ID: 1643930) Visitor Counter : 102